Know more about us

We have been developing best quality Odia fonts and tools for Odia language since 1994.




About Us

Odia - Our Identity

To promote our Odia Language tools and fonts to all users.

Odias, who have created a unique identity in the world for their art, architecture, literature and heroism, are not only Odisha, but also its neighbors in the breakaway regions of Andhra Pradesh, West Bengal, Chhattisgarh and Jharkhand. In the modern age, Odia is found in almost all countries of the world and in all fields. Needless to say, all these Odias are introduced by their language, 'Odia Language'. It is one of the 22 official languages ​​in the Constitution of India, the first in Odisha and the second in Jharkhand. As the first Indo-Aryan language and the sixth Indian language, this language is considered a classical language for its uniqueness and purity. In today’s internet and computer age, we strive to make the use of this language easier on mobile, computer and state-of-the-art electronic devices.

Being native of Odisha, we realize the problems of Odia tools and fonts. Even if these are available these are not affordable due to their high cost. Besides, the Odia tools and fonts developed by non-odia professionals are not adequate and proper. Always there is some problems. The aesthetic aspect of Odia characters have not been taken into consideration by non-odia professionals as Odia is not their mother tongue. So they are unable to understand the aesthetic view and strokes of Odia characters. Keeping this view in mind, we are committed to provide you with the best Odia tools and fonts, which we have achieved through our vast experience.

ଆମ ବିଷୟରେ

ଓଡ଼ିଆ - ଆମ ପରିଚୟ

ସମସ୍ତ ଉପଭୋକ୍ତାଙ୍କୁ ଆମର ଓଡ଼ିଆ ଭାଷା ଉପକରଣ ଏବଂ ଫଣ୍ଟକୁ ପ୍ରୋତ୍ସାହିତ କରିବା।

ନିଜର କଳା, ସ୍ଥାପତ୍ୟ, ସାହିତ୍ୟ ଓ ବୀରତ୍ୱପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆମାନେ କେବଳ ଓଡ଼ିଶା ନୁହଁ, ବରଂ ଏହାର ପ୍ରତିବେଶୀ ଆନ୍ଧ୍ର, ପଶ୍ଚିମ ବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡର ବିଚ୍ଛିନ୍ନାଞ୍ଚଳର ମୂଳ ବାସିନ୍ଦା। ଆଧୁନିକ ଯୁଗରେ ଓଡ଼ିଆଏ ବିଶ୍ୱର ପ୍ରାୟ ସବୁ ଦେଶରେ ଏବଂ ସବୁ ପ୍ରକାର କ୍ଷେତ୍ରରେ ଅଳ୍ପେ ବହୁତେ ଦେଖିବାକୁ ମିଳନ୍ତି। କହିବା ବାହୁଲ୍ୟ, ଏଇ ସମସ୍ତ ଓଡ଼ିଆମାନଙ୍କୁ ଓଡ଼ିଆର ପରିଚୟ ଦିଏ ତାଙ୍କ ଭାଷା, 'ଓଡ଼ିଆ ଭାଷା'। ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଅନ୍ୟତମ ଏଇ ଭାଷାଟି ଓଡ଼ିଶାର ପ୍ରଥମ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା। ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଓ ଷଷ୍ଠ ଭାରତୀୟ ଭାଷା ହିସାବରେ ନିଜର ସ୍ୱାତନ୍ତ୍ର୍ୟ ଓ ଶୁଦ୍ଧତା ପାଇଁ ଏଇ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଆଜିର ଇଣ୍ଟରନେଟ ଓ କମ୍ପ୍ୟୁଟର ଯୁଗରେ ଏହି ଭାଷାର ବ୍ୟବହାରକୁ ମୋବାଇଲ, କମ୍ପ୍ୟୁଟର ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଉପକରଣଗୁଡ଼ିକରେ ସହଜ ସୁଗମ କରିବାପାଇଁ ଆମେ ଚେଷ୍ଟିତ।

ଓଡ଼ିଶାର ମୂଳ ବାସିନ୍ଦା ହୋଇ ଆମେ ଓଡ଼ିଆ ଉପକରଣ ଏବଂ ଫଣ୍ଟଗୁଡ଼ିକର ସମସ୍ୟାକୁ ଅନୁଭବ କରୁ। ଏଗୁଡିକ ଉପଲବ୍ଧ ଥିଲେ ମଧ୍ୟ ଏଗୁଡିକ ଅଧିକ ମୂଲ୍ୟ ହେତୁ ସୁଲଭ ନୁହେଁ। ଏହା ବ୍ୟତୀତ ଅଣ-ଓଡ଼ିଆ ପ୍ରଫେସନାଲମାନଙ୍କ ଦ୍ୱାରା ବିକଶିତ ଓଡ଼ିଆ ଉପକରଣ ଏବଂ ଫଣ୍ଟଗୁଡ଼ିକ ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ନୁହେଁ। ସବୁବେଳେ କିଛି ସମସ୍ୟା ରହୁଛି। ଓଡ଼ିଆ ଅକ୍ଷରର ସୌନ୍ଦର୍ଯ୍ୟ କଥା ଅଣ-ଓଡିଆ ପ୍ରଫେସନାଲମାନଙ୍କୁ ଜଣା ନାହିଁ କାରଣ ଓଡ଼ିଆ ସେମାନଙ୍କ ମାତୃଭାଷା ନୁହେଁ। ତେଣୁ ସେମାନେ ଓଡ଼ିଆ ଚରିତ୍ରଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ଷ୍ଟ୍ରୋକ ବୁଝିବାକୁ ଅସମର୍ଥ। ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ସର୍ବୋତ୍ତମ ଓଡ଼ିଆ ଉପକରଣ ଏବଂ ଫଣ୍ଟ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ, ଯାହା ଆମର ବିସ୍ତୃତ ଅଭିଜ୍ଞତା ମାଧ୍ୟମରେ ହାସଲ କରିଛୁ।